or_tn/mat/16/28.md

16 lines
1.5 KiB
Markdown

# Truly I say to you
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ କଅଣ କହନ୍ତି ତାହାର ଗୁରୁତ୍ବ ଦିଏ I
# you
ଏହି ସମସ୍ତ ଶବ୍ଦର ବ୍ୟବହାର ବହୁବଚନ ଅଟେ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# will not taste death
ଏଠାରେ “ଆସ୍ବାଦନ” ଅର୍ଥ ଅନୁଭୁବ କରିବା I ଅନ୍ୟ ଏକ ଅନୁବାଦରେ: “ କୌଣସି ପ୍ରକାର ମୃତ୍ୟୁର ଆସ୍ବାଦନ କରିବ ନାହି” କିମ୍ବା “ମୃତ୍ୟୁଭୋଗ କରିବ ନାହିଁ” (ଦେଖ: [[rc://*/ta/man/translate/figs-idiom]])
# until they see the Son of Man coming in his kingdom
ଏଠାରେ “ଆପଣା ରାଜ୍ୟରେ” ତାହାଙ୍କୁ ରାଜା ଭାବରେ ଉପସ୍ଥାପନା କରେ I ଅନ୍ୟ ଏକ ଅନୁବାଦରେ: “ପୁଣି ସେମାନେ ମନୁଷ୍ୟପୁତ୍ରଙ୍କୁ ରାଜାଭାବରେ ଅଗମନ କରିବା ନଦେଖିବା ପର୍ଯନ୍ତ” କିମ୍ବା “ସେମାନେ ମନୁଷ୍ୟପୁତ୍ରଙ୍କୁ ରାଜାଭାବେ ଯେପର୍ଯ୍ୟନ୍ତ ପ୍ରମାଣ ଦେଖିବେ” (ଦେଖ: [[rc://*/ta/man/translate/figs-metonymy]])