or_tn/mat/16/24.md

1.6 KiB

follow me

ଏଠାରେ ଯୀଶୁଙ୍କୁ ଅନୁଗମନ କରିବା ଅର୍ଥ ଜଣେ ତାହାଙ୍କର ଶିଷ୍ୟ ହେବା I ଅନ୍ୟ ଏକ ଅନୁବାଦରେ: “ମୋର ଶିଷ୍ୟ ହୁଅ” କିମ୍ବା “ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ହୁଅ” (ଦେଖ: rc://*/ta/man/translate/figs-metaphor)

must deny himself

ସେ ନିଜର ସ୍ବାର୍ଥକୁ ପ୍ରାଧାନ୍ୟ ଦେବ ନାହିଁ କିମ୍ବା “ସେ ନିଜକୁ ଅସ୍ବିକାର କରୁ”

take up his cross, and follow me

ତାହାର କୃଶ ଘେନି, ଓ ମୋର ଅନୁଗମନ କରୁ I କ୍ରୁଶ ଦୁଖଭୋଗ ଓ ମୃତ୍ୟୁକୁ ଉପସ୍ଥାପନା କରେ I କ୍ରୁଶ ଘେନ ଦୁଖଭୋଗ ଓ ମୃତ୍ୟୁ ପାଇଁ ଇଚ୍ଛା କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏବଂ ସେ ମୋର ଆଜ୍ଞା ଏପରିକି ଦୁଖଭୋଗ କିମ୍ବା ମୃତ୍ୟୁ ସନ୍ନିକଟ ହେଲେ ସୁଦ୍ଧା ପାଳନ କରିବା ଉଚିତ” (ଦେଖ: rc://*/ta/man/translate/figs-metonymy)

and follow me

ଯୀଶୁଙ୍କୁ ଅନୁଗମନ କରିବା ଏଠାରେ ତାଙ୍କର ଆଜ୍ଞାବହ ହେବାକୁ ଉପସ୍ଥାପନା କରେ I ଅନ୍ୟ ଏକ ଅନୁବାଦରେ: “ଓ ମୋର ଆଜ୍ଞା ପାଳନ କର” (ଦେଖ: rc://*/ta/man/translate/figs-metaphor)