or_tn/mat/16/23.md

1.1 KiB

Get behind me, Satan! You are a stumbling block to me

ଯୀଶୁ ଭାବିଲେ ଯେ ପିତର ଶୟତାନ ପରି କାର୍ଯ୍ୟ କରୁଛି କାରଣ ଯେଉଁ କାର୍ଯ୍ୟ ସମାପନ କରିବା ପାଇଁ ଈଶ୍ବର ତାହାଙ୍କୁ ପ୍ରେରଣ କରିଛନ୍ତି ସେହି କାର୍ଯ୍ୟକୁ ପିତର ଯୀଶୁଙ୍କୁ ନିବାରଣ କରିବାକୁ ଚେଷ୍ଟା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୋ ଆଗରୁ ଦୁର ହୁଅ, ଯେହେତୁ ତୁମେ ଶୟତାନ ପରି କାର୍ଯ୍ୟ କରୁଅଛ ! ତୁମ୍ଭେ ମୋର ବିଘ୍ନ ସ୍ବରୁପ” କିମ୍ବା “ମୋ ଆଗରୁ ଦୁର ହୁଅ, ଶୟତାନ ! ମୁଁ ତୁମକୁ ଶୟତାନ କହିଲି ଯେହେତୁ ତୁମ୍ଭେ ମୋର ବିଘ୍ନର କାରଣ ହେଉଅଛ” (ଦେଖ: rc://*/ta/man/translate/figs-metaphor)

Get behind me

ମୋ ଠାରୁ ଦୁର ହୁଅ