or_tn/mat/16/22.md

1.1 KiB

Then Peter took him aside

ପ୍ରଥମ ଥର ଯୀଶୁ ସେମାନଙ୍କୁ କହନ୍ତି ଯେ ଅବଶ୍ୟ ମୃତ୍ୟୁଭୋଗ କରିବେ (୨୬ପଦ) I ଏହି ପ୍ରଥମ ଥର ବାଦେ ସେ ସେମାନଙ୍କୁ ସମାନ ବିଷୟ ଅନେକ ଥର କହିବେ I ପ୍ରଥମ ଥର ଶୁଣିବା ପରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନି ଯାଆନ୍ତି I (ଦେଖ: rc://*/ta/man/translate/writing-background)

Peter took him aside

ପିତର ଯୀଶୁଙ୍କୁ କହିଲେ ଯେପରି ଅନ୍ୟକେହି ସେମାନଙ୍କୁ ଶୁଣି ପାରିବେ ନାହିଁ

May this be far from you

ଏହା ଏକ ରୁଢି ଅଟେ ଯାହାର ଅର୍ଥ “ଏହା କେବେ ହେଁ ନ ଘଟୁ I” ଅନ୍ୟ ଏକ ଅନୁବାଦରେ: “ନାଁ” କିମ୍ବା “କେବେ ହେଁ ନୁହେଁ” କିମ୍ବା “ଈଶ୍ବର ଏପରି ନଘଟାନ୍ତୁ” (ଦେଖ: rc://*/ta/man/translate/figs-idiom)