or_tn/mat/16/21.md

1.9 KiB

Connecting Statement:

ପ୍ରଥମ ଥର ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି ଯେ ସେ ଶୀଘ୍ର ମୃତ୍ୟୁବରଣ କରିବେ I

suffer many things at the hand of the elders and chief priests and scribes

ଏଠାରେ “ହସ୍ତ” ଶକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ଯେଉଁଠାରେ “ପ୍ରାଚୀନମାନେ, ପ୍ରଧାନ ଯାଜକଗଣ, ଓ ଶାସ୍ତ୍ରୀମାନଙ୍କ ହସ୍ତରେ ତାହାଙ୍କ ଦୁଖଭୋଗର କାରଣ ହେବେ” (ଦେଖ: rc://*/ta/man/translate/figs-metonymy)

scribes, be killed, and be raised back to life on the third day

ଏଠାରେ ଉଥିତ ହୋଇ ଜୀବନକୁ ଫେରିବା ରୁଢି ଅଟେ ଯାହାର ଅର୍ଥ ଜଣେ ମୃତ୍ୟୁରୁ ପୁନର୍ବାର ଜୀବନ ପାଇବା I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ପ୍ରାଚୀନମାନେ ଓ ପ୍ରଧାନ ଯାଜକଗଣ ଯୀଶୁଙ୍କୁ ଦୋଷାରୋପ କରିବେ ଯେପରି ଅନ୍ୟମାନେ ତାହାଙ୍କୁ ବଧ କରିବେ I ଅନ୍ୟ ଏକ ଅନୁବାଦରେ: “ ଶାସ୍ତ୍ରୀମାନେ I ଲୋକମାନେ ତାହାଙ୍କୁ ବଧ କରିବେ, ଓ ତୃତୀୟ ଦିବସରେ ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଥିତ କରି ପୁନର୍ବାର ଜୀବନ ଦେବେ” (ଦେଖ: rc://*/ta/man/translate/figs-activepassive)

third day

ତୃତୀୟ “ତିନି”ର କ୍ରମସୁଚକ ସଂଖ୍ୟା ଅଟେ I (ଦେଖ: rc://*/ta/man/translate/translate-ordinal)