or_tn/mat/16/17.md

1.4 KiB

Simon Bar Jonah

ଯୁନସଙ୍କର ପୁତ୍ର ଶିମୋନ (ଦେଖ: rc://*/ta/man/translate/translate-names)

flesh and blood have not revealed

ଏଠାରେ “ମାଂସ ଓ ରକ୍ତ” ମନୁଷ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ” (ଦେଖ: rc://*/ta/man/translate/figs-synecdoche)

this to you

ଏଠାରେ “ଏହା” ପିତରଙ୍କ ଉକ୍ତିକୁ ବୁଝାଏ ଯେ ଯୀଶୁ ଖ୍ରୀଷ୍ଟ ଓ ଜୀବିତ ଈଶ୍ବରଙ୍କ ପୁତ୍ର ଅଟନ୍ତି I

but my Father who is in heaven

ଏଠାରେ ବୁଝିଥିବା ତଥ୍ୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦ: “ବରଂ ମୋହର ସ୍ବର୍ଗସ୍ଥ ପିତା ଯେ ତୁମଠାରେ ଏହା ପ୍ରକାଶ କରିଛନ୍ତି” (ଦେଖ: rc://*/ta/man/translate/figs-ellipsis)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)