or_tn/mat/16/08.md

8 lines
1.4 KiB
Markdown

# You of little faith
ହେ ଅଳ୍ପବିଶ୍ବାସୀମାନେ I ଯୀଶୁ ଏହିପରି ଭାବରେ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ଭୋଧନ କରି କହିଲେ କାରଣ ସେମାନଙ୍କର ଚିନ୍ତାଧାରା ଖାଦ୍ୟ ଆଣି ନଥିବା ହେତୁ ନୁହେଁ ବରଂ ଯୀଶୁ ଯେ ଯୋଗାଇବେ ଏହା ଉପରେ ସେମାନଙ୍କର ବିଶ୍ବାସ ଅଳ୍ପ ଥିଲା I ଦେଖ ତୁମେ ଏହାକୁ [ମାଥିଉ ୬:୩୦](../16/30.md)ରେ କିପରି ଅନୁବାଦ କରିଅଚ୍ଛ I
# why do you reason ... taken no bread?
ସେ ବର୍ତ୍ତମାନ ଯାହା କହିଲେ ଶିଷ୍ୟମାନେ ନବୁଝି ପାରିବାରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁ ଦୁଃଖ କଲି ଯେ ତୁମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି କାହିଁକି ପରସ୍ପର (ଫାରୁଶୀ ଓ ସାଦ୍ଦୁକୀମାନଙ୍କ ପରି) ତର୍କ ବିତର୍କ କରୁଅଛ I” (ଦେଖ: [[rc://*/ta/man/translate/figs-rquestion]])