or_tn/mat/16/04.md

2.5 KiB

An evil and adulterous generation seeks for a sign ... given to it

ଯୀଶୁ ବର୍ତ୍ତମାନର ପୁରୁଷକୁ କଥା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଅଟ ଯେଉଁମାନେ ମୋଠାରୁ ଚିହ୍ନ ଅନ୍ବେଷଣ କରନ୍ତି …ତୁମ୍ଭମାନଙ୍କୁ ଦିଆ ଯାଇଅଛି” ଦେଖ ତୁମେ ଏହାକୁ ମାଥିଉ ୧୨:୩୯ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: rc://*/ta/man/translate/figs-123person)

An evil and adulterous generation

ଏଠାରେ “ବ୍ୟଭିଚାରୀ ବଂଶ” ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ଈଶ୍ବରଙ୍କ ନିକଟରେ ବିଶ୍ବସ୍ତ ନଥିଲେ I ଦେଖ ତୁମେ ଏହାକୁ ମାଥିଉ ୧୨:୩୯ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଏକ ଅବିଶ୍ବାସୀ ବଂଶ” କିମ୍ବା “ଅଧାର୍ମିକ ବଂଶ” (ଦେଖ: rc://*/ta/man/translate/figs-metaphor)

no sign will be given to it

ଯୀଶୁ ଆଉ କୌଣସି ଚିହ୍ନ ଦେବେ ନାହିଁ କାରଣ, ଯଦିଓ ସେ ଅନେକ ଶକ୍ତିର କାର୍ଯ୍ୟ କରି ସାରିଲେଣି, ସେମାନେ ବିଶ୍ବାସ କଲେ ନାହିଁ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଉକ୍ତି କୁହାଯାଇପାରିବ I ଦେଖ ତୁମେ ଏହାକୁ ମାଥିଉ ୧୨:୩୯ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ମୁଁ ଆଉ ଚିହ୍ନ ଦେବି ନାହିଁ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ଆଉ ଚିହ୍ନ ଦେବେ ନାହିଁ” (ଦେଖ: rc://*/ta/man/translate/figs-activepassive)

except the sign of Jonah

ମାତ୍ର ଈଶ୍ବର ଯୁନସ ଭାବବାଦୀଙ୍କୁ ଦେଉଥିବା ଚିହ୍ନ ବ୍ୟତିତ I ଦେଖ ତୁମେ ଏହାକୁ ମାଥିଉ ୧୨:୩୯ରେ କିପରି ଅନୁବାଦ କରିଅଚ୍ଛ I