or_tn/mat/15/30.md

1.1 KiB

lame, blind, mute, and crippled people

ଯେଉଁମାନେ ଚାଲି ପାରନ୍ତି ନାହିଁ, ଯେଉଁମାନେ ଦେଖି ପାରନ୍ତି ନାହିଁ, ଯେଉଁମାନେ କଥା କହିପାରନ୍ତି ନାହିଁ, ଓ ଯେଉଁମାନଙ୍କର ହାତ ବା ଗୋଡ ଚାଳନ ହେଉନାହିଁ

They presented them at Jesus' feet

ସେମାନଙ୍କ ମଧ୍ୟରୁ କେତେକ ରୋଗୀ କିମ୍ବା ଘୋଷାଡି ଘୋଷାଡି ହୋଇ ଚାଲୁଥିଲେ ଓ ଛିଡା ହେବାକୁ ଅସମର୍ଥ, ଯେତେବେଳେ ସେମାନଙ୍କର ବନ୍ଧୁମାନେ ଯୀଶୁଙ୍କ ନିକଟକୁ ସେମାନଙ୍କୁ ଘେନି ଆସିଲେ, ସେମାନେ ସେମାନଙ୍କୁ ତାହାଙ୍କ ପାଦତଳେ ରଖିଲେ I ଅନ୍ୟ ଏକ ଅନୁବାଦରେ: “ପୁଣି, ବହୁସଂଖ୍ୟକ ଲୋକ ରୋଗୀମାନଙ୍କୁ ସଙ୍ଗରେ ଆଣି ଯୀଶୁଙ୍କ ଛାମୁକୁ ଆଣିଲେ”