or_tn/mat/14/13.md

2.4 KiB

General Information:

ଏହି ପଦଗୁଡିକ ଏକ ଆଶ୍ଚର୍ଯ୍ୟକର୍ମ ବିଷୟରେ ସୂଚନାର ପୃଷ୍ଥାଭୁମୀ ପ୍ରଦାନ କରନ୍ତି ଯାହା ଯୀଶୁ ପ୍ରାୟ ପାଞ୍ଚ ହଜାର ଲୋକମାନଙ୍କୁ ଭୋଜନ କରାଇବା ଦ୍ବାରା ସମ୍ପାଦନ କରନ୍ତି I (ଦେଖ: rc://*/ta/man/translate/writing-background)

Connecting Statement:

ସେହି ପଦଗୁଡିକ ଯୀଶୁଙ୍କର ପ୍ରତିକ୍ରିୟା କଲେ ତାହା ବର୍ଣନା କରନ୍ତି ଯେତେବେଳେ ସେ ଶୁଣିଲେ ଯେ ହେରୋଦ ବାପ୍ତିଜକ ଯୋହନଙ୍କୁ ବଧ କଲେ I

Now

ଏହି ଶବ୍ଦ ଏଠାରେ ମୁଖ୍ୟ ବିବରଣୀରେ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀରେ ଆଉ ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I

heard this

ଯୋହନଙ୍କ ପ୍ରତି ଯାହା ଘଟିଛି ଶୁଣିବା ପରେ କିମ୍ବା “ଯୋହନଙ୍କ ବିଷୟରେ ସମାଚାର ଶୁଣିଲେ”

he withdrew

ସେ ବାହାରି ଗଲେ କିମ୍ବା “ସେ ଲୋକସମୁହଠାରୁ ଅନ୍ତର ହେଲେ I” ଏହା ସୁଚିତ କରେ ଯେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଗଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପ୍ରସ୍ଥାନ କଲେ” (ଦେଖ: rc://*/ta/man/translate/figs-explicit)

from there

ସେହି ସ୍ଥାନରୁ

When the crowds heard of it

ଯୀଶୁ ଯେଉଁଠାକୁ ଯାଇଛନ୍ତି ଲୋକ ସମୁହ ଶୁଣିଲେ କିମ୍ବା “ଯେତେବେଳେ ଲୋକସମୁହ ତାହାଙ୍କ ଅନ୍ତର ହେବା ବିଷୟ ଶୁଣିଲେ”

the crowds

ଲୋକସମୁହ ବା “ବହୁ ସଂଖ୍ୟକ ଲୋକ” ବା “ଲୋକମାନେ”

on foot

ଏହାର ଅର୍ଥ ଯେ ଲୋକସମୁହ ପଶ୍ଚାତଗମନ କରୁଥିଲେ (ଦେଖ: rc://*/ta/man/translate/figs-idiom)