or_tn/mat/14/12.md

603 B

his disciples

ଯୋହନଙ୍କ ଶିଷ୍ୟମାନେ

the corpse

ମୃତ ଶରୀର

they went and told Jesus

ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଗଲେ ଏବଂ ବାପ୍ତିଜକ ଯୋହନଙ୍କ ପ୍ରତି ଯାହାସବୁ ଘଟିଥିଲା କହିଲେ” (ଦେଖ: rc://*/ta/man/translate/figs-explicit)