or_tn/mat/13/57.md

1.2 KiB

They were offended by him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ନଗରର ଲୋକମାନେ ତାହାଙ୍କଠାରେ ବିଘ୍ନ ପାଇଲେ” କିମ୍ବା “ଲୋକମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କଲେ” (ଦେଖ: rc://*/ta/man/translate/figs-activepassive)

A prophet is not without honor

ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଭାବବାଦୀ ସର୍ବତ୍ର ଆଦର ପଆନ୍ତି” କିମ୍ବା “ପ୍ରତ୍ୟେକ ସ୍ଥାନର ଲୋକମାନେ ଭାବବାଦୀଙ୍କୁ ସମ୍ମାନ ଦିଅନ୍ତି” (ଦେଖ: rc://*/ta/man/translate/figs-doublenegatives)

his own country

ଆପଣା ନଗର/ଅଞ୍ଚଳ କିମ୍ବା “ନିଜ ପୈତୃକ ନଗର”

in his own family

ତାହାଙ୍କ ଆପଣାର ଗୃହରେ