or_tn/mat/13/55.md

1.2 KiB

Is not this man the carpenter's son? Is not his mother called Mary? Are not his brothers James, Joseph, Simon, and Judas?

ଲୋକସମୁହ ସେମାନଙ୍କ ବିଶ୍ବାସ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି ଯେ ସେମାନେ ଯୀଶୁ କିଏ ଜାଣିଛନ୍ତି ଓ ସେ ଜଣେ ସାଧାରଣ ମନୁଷ୍ୟ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ସେ କେବଳ ଜଣେ ବଢେଇର ପୁଅ I ଆମ୍ଭେମାନେ ତାହାଙ୍କ ମାତା ମରିୟମ ଓ ଭ୍ରାତା ଯାକୁବ, ଯୋସେଫ, ଶିମୋନ ଓ ଯିହୁଦାଙ୍କୁ ଜାଣୁ” (ଦେଖ: rc://*/ta/man/translate/figs-rquestion)

the carpenter's son

ବଢେଇ ଏପରି ଜଣେ ବ୍ୟକ୍ତି ଯେ କାଠ ବା ପଥରରେ ବସ୍ତୁସମୁହ ତିଆରି କରନ୍ତି I ଯଦି “ବଢେଇ” ଶବ୍ଦ ପରିଚିତ ଅଟେ, “ଅଟ୍ଟାଳିକା ନିର୍ମାଣକାରୀ” ବ୍ୟବହାର କରାଯାଇପାରିବ I