or_tn/mat/13/54.md

2.2 KiB

General Information:

ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯାହା ମାଥିଉ ୧୭:୨୭ରେ ଦେଖାଯାଏ, ଯେଉଁଠାରେ ମାଥିଉ ସ୍ବର୍ଗରାଜ୍ୟ ବିଷୟରେ ଯୀଶୁଙ୍କ ସେବାକାର୍ଯ୍ୟ ଓ ଶିକ୍ଷାରେ ଜାରି ରହିଥିବା ପ୍ରତିବନ୍ଧକ ଗୁଡିକ ଉଲ୍ଲେଖ କରନ୍ତି I ଏଠାରେ, ଯୀଶୁଙ୍କ ଆପଣା ନଗରର ଲୋକମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲେ I

his own region

ଆପଣା ନଗର I ଏହା ନାଜରିତ ନଗରକୁ ବୁଝାଏ, ଯେଉଁଠାରେ ଯୀଶୁ ବଢି ଥିଲେ I (ଦେଖ: rc://*/ta/man/translate/figs-explicit)

in their synagogue

ସର୍ବନାମ “ସେମାନେ” ସେହି ଅଞ୍ଚଳର ଲୋକମାନଙ୍କୁ ବୁଝାଏ I

they were astonished

ସେମାନେ ଆଶ୍ଚର୍ଯ୍ୟନ୍ବିତ ହେଲେ

Where does this man get his wisdom and these miracles from?

ଲୋକମାନେ ବିଶ୍ବାସ କରୁଥିଲେ ଯେ ଯୀଶୁ ଜଣେ ସାଧାରଣ ମନୁଷ୍ୟ ଥିଲେ I ସେମାନେ ସେମାନଙ୍କ ଆଶ୍ଚର୍ଯ୍ୟନ୍ବିତ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ସେ ଅତି ଜ୍ଞାନୀ ଥିଲେ ଓ ଆଶ୍ଚର୍ଯ୍ୟକର୍ମ କରିବାକୁ ସମର୍ଥ ଥିଲେ I ଅନ୍ୟ ଏକ ଅନୁବାଦରେ: ଜଣେ ସାଧାରଣ ମନୁଷ୍ୟ କଣ ଜ୍ଞାନୀ ଓ ଆଶ୍ଚର୍ଯ୍ୟ କର୍ମ କରିପାରିବ ?” କିମ୍ବା “ସେମାନେ ଆଶ୍ଚର୍ଯ୍ୟାନ୍ବିତ ହୋଇ କହିଲେ ଯେ ସେ ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କରିବାକୁ ସମର୍ଥ ଅଟନ୍ତି !” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-rquestion]])