or_tn/mat/13/52.md

2.2 KiB

has become a disciple to the kingdom of heaven

ଏଠାରେ “ସ୍ବର୍ଗ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦକୁ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବରଙ୍କ ବିଷୟର ସତ୍ୟତାକୁ ଜ୍ଞାତ ହେବା, ସେ ଜଣେ ରାଜା ଅଟନ୍ତି” କିମ୍ବା “ଆପଣାକୁ ଈଶ୍ବରଙ୍କ ଅଧିନସ୍ଥ କରିଛନ୍ତି” (ଦେଖ: rc://*/ta/man/translate/figs-metonymy)

is like a man who is the owner of a house, who draws out old and new things from his treasure

ଯୀଶୁ ପୁନଶ୍ଚ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଲେ I ସେ ଶାସ୍ତ୍ରୀମାନଙ୍କୁ ତୁଳନା କରୁଛନ୍ତି, ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଓ ଭାବାବାଦୀମାନଙ୍କ ଦ୍ବାରା ଲିଖିତ ଭାବାବାଣୀ ଭଲକରି ଜାଣନ୍ତି ଏବଂ ସେମାନେ ମଧ୍ୟ ବର୍ତ୍ତମାନ ଯୀଶୁଙ୍କ ଶିକ୍ଷା ଗ୍ରହଣ କରନ୍ତି, ଜଣେ ଗୃହକର୍ତ୍ତା ଉଭୟ ପୁରାତନ ଓ ନୁତନ ପଦାର୍ଥ ବ୍ୟବହାର କରନ୍ତି I (ଦେଖ: rc://*/ta/man/translate/figs-parables)

treasure

ଭଣ୍ଡାର ଏକ ମୁଲ୍ୟବାନ ଓ ବହୁମୁଲ୍ୟ ବାନ ପଦାର୍ଥ କିମ୍ବା ପଦାର୍ଥ ଗୁଡିକର ସଂଗ୍ରହାଳୟ I ଏଠାରେ ଏହା ଏପରି ଗୋଟିଏ ସ୍ଥାନକୁ ବୁଝାଏ ଯେଉଁଠାରେ ଏହିସବୁ ପଦାର୍ଥ ଗୁଡିକ ରଖାଯାଇଅଛି, “ଭଣ୍ଡାର ଘର” ବା “ସଂଗ୍ରହାଳୟ I”