or_tn/mat/13/51.md

1.0 KiB

Connecting Statement:

ଯୀଶୁ ଜଣେ ଗୃହକର୍ତ୍ତାଙ୍କ ଦୃଷ୍ଟାନ୍ତ ମାଧ୍ୟମରେ ସ୍ବର୍ଗରାଜ୍ୟ ବିଷୟରେ କୁହନ୍ତି I ଏହା ଯୀଶୁ ଲୋକସମୁହକୁ ସ୍ବର୍ଗରାଜ୍ୟ ବିଷୟରେ ଉପମା ମାଧ୍ୟମରେ ଶିକ୍ଷା ଦେଉଥିବା ବିବରଣୀର ସମାପ୍ତି ଅଟେ I

Have you understood all these things?"" The disciples said to him, ""Yes.

ଯଦି ସମ୍ଭବ ହୁଏ, ଉଭୟ ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟଗୁଡିକୁ ପରୋକ୍ଷ ଉଦ୍ଧୃତ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେ କଅଣ ଏହିସବୁ କଥା ବୁଝିଲ ଯୀଶୁ ପଚାରିଲେ, ଏବଂ ସେମାନେ ତାହାଙ୍କୁ କହିଲେ, ହଁ I” (ଦେଖ: rc://*/ta/man/translate/figs-quotations)