or_tn/mat/13/49.md

830 B

Connecting Statement:

ଯୀଶୁ ମାଛୁଆମାନଙ୍କ ବିଷୟରେ ଉପମା କହନ୍ତି ଯେଉଁମାନେ ମାଛ ଧରିବା ନିମନ୍ତେ ଏକ ବୃହତ ଜାଲ ବ୍ୟବହାର କରନ୍ତି I

will come

ବାହାରି ଆସିବେ କିମ୍ବା “ବାହାରକୁ ଯିବେ” କିମ୍ବା “ସ୍ବର୍ଗରୁ ଆସିବେ”

the wicked from among the righteous

ଏହି ନାମମାତ୍ର ବିଶେଷଣକୁ ବିଶେଷଣ ସଦୃଶ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମନ୍ଦ ଲୋକମାନଙ୍କଠାରୁ ଧାର୍ମିକ ଲୋକମାନଙ୍କୁ” (ଦେଖ: rc://*/ta/man/translate/figs-nominaladj)