or_tn/mat/13/43.md

2.4 KiB

shine like the sun

ଯଦି ତୁମ ଭାଷାରେ ଏହି ଉପମା ବୁଝା ପଡିବ ନାହିଁ, ତୁମେ: “ତେଜୋମୟ ସୁର୍ଯ୍ୟଙ୍କୁ ଦେଖିବା ଯେତିକି ସହଜ” ତାହାକୁ ବ୍ୟବହାର କରିପାର I” (ଦେଖ: rc://*/ta/man/translate/figs-simile)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

He who has ears, let him hear

ଯୀଶୁ ଯାହା କହିଛନ୍ତି ତାହାକୁ ଗୁରୁତ୍ବାରୋପ କରନ୍ତି ଓ ଏହାକୁ ବୁଝିବା ଓ ପାଳନ କରିବା ନିମନ୍ତେ ସମୟ ଲାଗିପାରେ I “କାନ ଅଛି” ବାକ୍ୟାଂଶ ଏଠାରେ ବୁଝିବା ଏବଂ ପାଳନ କରିବା ନିମନ୍ତେ ଇଚ୍ଛାଶକ୍ତି ନିମନ୍ତେ ଏକ ରୁପକ ଅଟେ I ଦେଖ ତୁମେ ସମାନ ପ୍ରକାର ବାକ୍ୟାଂଶକୁ ମାଥିଉ ୧୧:୧୫ରେ କିପରି ଅନୁବାଦ କାରିଅଛ I ଅନ୍ୟ ଏକ ଅନୁବାଦରେ: ଯାହାର ଶୁଣିବାର ଇଚ୍ଛା ଅଛି ସେ ଶୁଣୁ” କିମ୍ବା “ଯାହାର ବୁଝିବାର ଇଚ୍ଛା ଅଛି, ସେ ବୁଝୁ ଓ ପାଳନ କରୁ” (ଦେଖ: rc://*/ta/man/translate/figs-metonymy)

He who ... let him

ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ ସିଧାସଳଖ କହୁଛନ୍ତି, ତୁମେ ଏଠାରେ ଦ୍ବିତୀୟ ବଚନ ଉପଯୁକ୍ତ ବ୍ୟବାହର କରିପାରିବ I ଦେଖ ତୁମେ ଏହାକୁ ମାଥିଉ ୧୧:୧୫ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର, ଶୁଣ” କିମ୍ବା “ଯଦି ତୁମ୍ଭମାନଙ୍କର ବୁଝିବା ନିମନ୍ତେ ଇଚ୍ଛା ଅଛି, ତେବେ ବୁଝ ଓ ପାଳନ କର” (ଦେଖ: rc://*/ta/man/translate/figs-123person)