or_tn/mat/13/42.md

8 lines
1000 B
Markdown

# furnace of fire
ଏହି ଅଗ୍ନିକୁଣ୍ଡ ନିମନ୍ତେ ଏକ ରୁପକ ଅଟେ I ଯଦି “କୁଣ୍ଡ” ଅପରିଚିତ ଅଟେ, “ଭାଟି” ବ୍ୟବହାର କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅଗ୍ନିକୁଣ୍ଡ” (ଦେଖ: [[rc://*/ta/man/translate/figs-metaphor]])
# weeping and grinding of teeth
ଦନ୍ତର କିଡିମିଡି ଏଠାରେ ସାଙ୍କେତିକ କାର୍ଯ୍ୟ ଅଟେ I ଅତିରିକ୍ତ ବିଷାଦ ଓ ଦୁଖକୁ ବୁଝାଏ I ଦେଖ ତୁମେ ଏହାକୁ [ମାଥିଉ ୮:୧୨](../08/12.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ରୋଦନ ଓ ସେମାନଙ୍କର ଅତିବ ଯନ୍ତ୍ରଣା ଦାୟକ ଦୁଖଭୋଗ” (ଦେଖ: [[rc://*/ta/man/translate/translate-symaction]])