or_tn/mat/13/33.md

2.0 KiB

ଯୀଶୁ ମଇଦାରେ ଖାମିରର ପ୍ରଭାବ ବିଷୟରେ ଏକ ଉପମା କହି ସ୍ବର୍ଗରାଜ୍ୟ ବିଷୟରେ କହନ୍ତି I (ଦେଖ: rc://*/ta/man/translate/figs-parables)

The kingdom of heaven is like yeast

ରାଜ୍ୟ ଖମିର ପରି ନୁହେଁ, କିନ୍ତୁ ରାଜ୍ୟର ବୃଦ୍ଧି ଖମୀର ପରି ହୁଏ (ଦେଖ: rc://*/ta/man/translate/figs-simile)

The kingdom of heaven is like

ଏଠାରେ “ସ୍ବର୍ଗ ରାଜ୍ୟ” ରଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହାର ହୋଇଅଛି I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ [ମାଥିଉ ୧୩:୨୪] (../13/24.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେଉଁସମୟରେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ରାଜାଭାବେ ପ୍ରକାଶିତ ହେବେ, ଏହିପରି ହେବ” (ଦେଖ: rc://*/ta/man/translate/figs-metonymy)

three measures of flour

“ଅଧିକ ପରିମାଣ ମଇଦା” କହିବା କିମ୍ବା ତୁମ ସଂକୃତିରେ ଅଧିକ ପରିମାଣରେ ମଇଦା ମାପ କରିବା ନିମନ୍ତେ ଏକ ଶବ୍ଦ ବ୍ୟବହାର କର I (ଦେଖ: rc://*/ta/man/translate/translate-bvolume)

until all the dough had risen

ଏହି ସୂଚନା ଦର୍ଶାଏ ଯେ ଖମୀର ଓ ତିନିଗୁଣ ମଇଦା ରୋଟି ପ୍ରସ୍ତୁତ କରିବା ନିମନ୍ତେ ସେକା ଯାଏ (ଦେଖ:rc://*/ta/man/translate/figs-explicit)