or_tn/mat/13/31.md

1.5 KiB

ଯୀଶୁ ଏକ କ୍ଷୁଦ୍ରବୀଜ ବିଷୟରେ ଏକ ଉପମା କହିବା ଦ୍ବାରା ସ୍ବର୍ଗରାଜ୍ୟ ବିଷୟରେ କହନ୍ତି ଯାହା କାଳକ୍ରମେ ଏକ ବଡ ଗଚ୍ଛରେ ବୃଦ୍ଧି ପାଏ I (ଦେଖ: rc://*/ta/man/translate/figs-parables)

The kingdom of heaven is like

ଏଠାରେ “ସ୍ବର୍ଗ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ବ୍ୟବହାର କର I ଦେଖ ତୁମେ ଏହାକୁ [ମାଥିଉ ୧୩:୨୪] (../13/24.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରଦର୍ଶନ କରନ୍ତି, ସେ ସେହିପରି ଅଟନ୍ତି” (ଦେଖ: rc://*/ta/man/translate/figs-metonymy)

mustard seed

ଏକ କ୍ଷୁଦ୍ର ବୀଜ ବୃଦ୍ଧି ପାଇ ବଡ଼ ଗଛରେ ପରିଣତ ହୁଏ (ଦେଖ: rc://*/ta/man/translate/translate-unknown)