or_tn/mat/13/23.md

1.2 KiB

What was sown on the good soil

କେତେକ ବିହନ ଉତ୍ତମ ଭୁମିରେ ପଡିଲା

He bears fruit and makes a crop

ଜଣେ ବ୍ୟକ୍ତି ବିଷୟରେ କୁହାଯାଏ ଯେପରି ସେ ଏକ ବିଜ ଥିଲା I ଅନ୍ୟ ଏକ ଅନୁବାଦରେ: “ଏକ ଉତ୍ତମ ଭୁମି ସଦୃଶ ଯାହା ପ୍ରକୃତରେ ଫଳ ଫଳେ, ସେ ଫଳବତୀ ଅଟେ” (ଦେଖ: rc://*/ta/man/translate/figs-metaphor)

yielding one hundred times as much as was planted, some sixty, and some thirty times as much

“ଯେତେ ବୁଣା ଯାଇଥିଲା” ବାକ୍ୟାଂଶ ନିମ୍ନୋକ୍ତ ସଂଖ୍ୟା ମାଧ୍ୟମରେ ବୁଝା ପଡେ I ଦେଖ ତୁମେ ଏହାକୁ [ମାଥିଉ ୧୩:୮] (../13/08.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “କେହି କେହି ୧୦୦ ଗୁଣ, କେହି କେହି ୬୦ ଗୁଣ, ଓ କେହି କେହି ୩୦ ଗୁଣ ଫଳ ଫଳିଲା” (ଦେଖ: [[rc:///ta/man/translate/figs-ellipsis]] ଓ [[rc:///ta/man/translate/translate-numbers]])