or_tn/mat/13/16.md

20 lines
1.9 KiB
Markdown

# Connecting Statement:
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କାହିଁକି ଦୃଷ୍ଟାନ୍ତ ମଧ୍ୟଦେଇ ଶିକ୍ଷା ଦେଲେ ବର୍ଣ୍ଣନା କରିବା ସମାପ୍ତ କରୁଛନ୍ତି I
# But blessed are your eyes, for they see; and your ears, for they hear
ଉଭୟ ଉକ୍ତିର ଅର୍ଥ ସମାନ ଅଟନ୍ତି I ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିଛନ୍ତି କାରଣ ସେମାନେ ଯୀଶୁ ଯାହା କହିଲେ ଓ କଲେ ସେଥିରେ ବିଶ୍ବାସ କଲେ I (ଦେଖ: [[rc://*/ta/man/translate/figs-parallelism]])
# But blessed are your eyes, for they see
ଏଠାରେ “ଚକ୍ଷୁ” ସମ୍ପୁର୍ଣ୍ଣ ମନୁଷ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଧନ୍ୟ କାରଣ ତୁମ୍ଭମାନଙ୍କ ଚକ୍ଷୁ ଦେଖିବାରେ ସକ୍ଷମ ଅଟନ୍ତି” (ଦେଖ: [[rc://*/ta/man/translate/figs-synecdoche]])
# your ... you
ଏହି ପ୍ରକାର ଶବ୍ଦର ସମସ୍ତ ବ୍ବାହର ବହୁବଚନ ଅଟନ୍ତି ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# your ears, for they hear
ଏଠାରେ “କର୍ଣ” ସମ୍ପୁର୍ଣ୍ଣ ମନୁଷ୍ୟକୁ ବୁଝାଏ I ତୁମେ ବୁଝିଥିବା ତଥ୍ୟକୁ ସ୍ପଷ୍ଟ କରି ପାର I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଧନ୍ୟ ଅଟ କାରଣ ତୁମମାନଙ୍କର କର୍ଣ୍ଣ ଶୁଣିବାକୁ ସକ୍ଷମ ଅଟନ୍ତି” (ଦେଖ: [[rc://*/ta/man/translate/figs-synecdoche]])