or_tn/mat/13/14.md

2.6 KiB

To them the prophecy of Isaiah is fulfilled, that which says

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯିଶାଇୟ ଭାବବାଦୀଙ୍କ ଦ୍ବାରା ବହୁ ପୂର୍ବରୁ ଯାହା କହିଥିଲେ ତାହା ସେମାନେ ସଫଳ କରୁଛନ୍ତି”

While hearing you will hear, but you will in no way understand; while seeing you will see, but you will in no way perceive

ଏହା ଯିଶାଇୟ ଭାବବାଦୀଙ୍କ ସମୟରେ ଅବିଶ୍ବାସୀ ଲୋକମାନଙ୍କ ବିଷୟରେ ଯିଶାଇୟ ଭାବାବଦୀଙ୍କ ବାକ୍ୟ ଉଦ୍ଧୃତ କରି ଆରମ୍ଭ କରେ I ଯୀଶୁ ଏହି ଉଦ୍ଧୃତ ବ୍ୟବହାର କରି ଲୋକସମୁହକୁ ବର୍ଣ୍ଣନା କରନ୍ତି ଯାହା ତାହାଙ୍କ ନିମନ୍ତେ ଶୁଣିବାକୁ ଥିଲା I ଏହି ଉକ୍ତିଗୁଡିକ ପୁନର୍ବାର ସମାନ୍ତର ଅଟନ୍ତି ଓ ଗୁରୁତ୍ବାରୋପ କରନ୍ତି ଯେ ଲୋକମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I (ଦେଖ: rc://*/ta/man/translate/figs-parallelism)

While hearing you will hear, but you will in no way understand

ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ I ତୁମେ ସ୍ପଷ୍ଟ କରିପାର ଯେ ଲୋକମାନେ କଅଣ ଶୁଣିବେ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଭାବବାଦୀଙ୍କ ଦ୍ବାରା ଈଶ୍ବର ଯାହା କୁହନ୍ତି ତାହା ଶୁଣିବ, କିନ୍ତୁ ଏହାର ପ୍ରକୃତ ଅର୍ଥ ବୁଝିବ ନାହିଁ” (ଦେଖ: rc://*/ta/man/translate/figs-explicit)

while seeing you will see, but you will in no way perceive

ତୁମେ ସ୍ପଷ୍ଟ କରିପାର ଯେ ଲୋକମାନେ କଅଣ ଦେଖିବେ I ଅନ୍ୟ ଏକ ଅନୁବାଦରେ: “ଭାବାବାଦୀଙ୍କ ମାଧ୍ୟମରେ ଈଶ୍ବର ଯାହା କରନ୍ତି ତାହା ତୁମ୍ଭେମାନେ ଦେଖିବ, କିନ୍ତୁ ଏହାକୁ ବୁଝିପାରିବ ନାହିଁ” (ଦେଖ: rc://*/ta/man/translate/figs-explicit)