or_tn/mat/13/09.md

1.9 KiB

He who has ears, let him hear

ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେ ବର୍ତ୍ତମାନ ଯେଉଁ ଶିକ୍ଷା ଦେଲେ ତାହା ଗୁରୁତ୍ବପୁର୍ଣ୍ଣ ଅଟେ ଓ ଏହାକୁ ବୁଝିବା ନିମନ୍ତେ ଓ ପାଳନ କରିବାକୁ କିଛି ସମୟ ଲାଗିବ I “ଯାହାର କାନ ଅଛି” ବାକ୍ୟାଂଶ ଏଠାରେ ବୁଝିବା ଓ ପାଳନ କରିବା ଇଛା ଶକ୍ତିକୁ ବୁଝାଏ I ଦେଖ ତୁମେ ଏହାକୁ [ମାଥିଉ ୧୧:୧୫] (../11/15.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯାହାର ଶୁଣିବା ପାଇଁ ଇଛା ଅଛି ସେ ଶୁଣୁ” କିମ୍ବା “ଯିଏ ବୁଝିବାକୁ ଚେଷ୍ଟା କରେ, ସେ ବୁଝୁ ଓ ପାଳନ କରୁ” (ଦେଖ: rc://*/ta/man/translate/figs-metonymy)

He who ... let him

ଯେହେତୁ ଯୀଶୁ ସିଧାସଳଖଭାବେ ତାହାଙ୍କ ଶ୍ରୋତାମାନଙ୍କୁ କହୁଛନ୍ତି, ଏଠାରେ ତୁମେ ହୁଏତ ଦ୍ବିତୀୟବଚନ ବ୍ୟବହାର କରିବା ପସନ୍ଦ କରିପାରିବ I ଦେଖ ତୁମେ ସମାନ ବାକ୍ୟକୁ ମାଥିଉ ୧୧:୧୫ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କରୁଅଛ, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କରୁଅଛ, ତେବେ ବୁଝ ଓ ପାଳନ କର” (ଦେଖ: rc://*/ta/man/translate/figs-123person)