or_tn/mat/13/06.md

8 lines
461 B
Markdown

# they were scorched
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସୁର୍ଯ୍ୟ ଉଠନ୍ତେ ଶସ୍ୟ ଜଳି ପୋଡି ଗଲା ଓ ସେଗୁଡିକ ଶୁଖିଗଲା” (ଦେଖ: [[rc://*/ta/man/translate/figs-activepassive]])
# they withered away
ଶସ୍ୟ ଶୁଖିଗଲା ଓ ମରିଗଲା