or_tn/mat/13/01.md

947 B

General Information:

ଏହା ବିବରଣୀରେ ଏକ ନୁତନ ଭାଗ ଆରମ୍ଭ ଅଟେ ଯେଉଁଠାରେ ଯୀଶୁ ସ୍ବର୍ଗରାଜ୍ୟ ବିଷୟରେ, ଦୃଷ୍ଟାନ୍ତ ବ୍ୟବହାର କରି, ଲୋକସମୁହକୁ ଶିକ୍ଷା ଦେବାକୁ ଆରମ୍ଭ କରନ୍ତି I

On that day

ଏହି ଘଟଣାଗୁଡିକ ପୂର୍ବ ଅଧ୍ୟାୟରେ ଘଟିଥିବା ଓ ଏକା ଦିନରେ ଘଟି ଥିଲା I

out of the house

ଯୀଶୁ କାହା ଗୃହରେ ରହୁଥିଲେ ତାହା ଏଠାରେ ବର୍ଣ୍ଣନା କରାଯାଇ ନାହିଁ I

sat beside the sea

ଏହା ସୁଚିତ କରେ ଯେ ସେ ଲୋକସମୁହକୁ ଶିକ୍ଷା ଦେବା ନିମନ୍ତେ ବସିଲେ I (ଦେଖ: rc://*/ta/man/translate/figs-explicit)