or_tn/mat/12/intro.md

3.8 KiB

ମାଥିଉ ୧୨ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରନ୍ତି I ULT ୧୨:୧୮-୨୧ରେ ପାଦ୍ୟଂଶ ସହିତ ଏପରି କରିଅଛି, ଯେଉଁ ଶବ୍ଦଗୁଡିକ ପୁରାତନ ନିୟମରୁ ଉଦ୍ଧୃତ ହୋଇଛି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ବିଶ୍ରାମବାର

ଏହି ଅଧ୍ୟାୟରେ ଈଶ୍ବରଙ୍କ ଲୋକମାନେ କିପରି ବିଶ୍ରାମବାର ପାଳନ କରିବେ ସେହି ବିଷୟରେ ଅଧିକାଂଶ ଆଲୋଚନା ହୋଇଛି I ଯୀଶୁ କହିଲେ ଯେ ଫାରୁଶୀମାନେ ଯେଉଁ ନିୟମ ସ୍ଥିର କରିଛନ୍ତି ତାହା ଲୋକମାନଙ୍କୁ ଈଶ୍ବରଙ୍କ ଇଛା ଅନୁସାରେ ସାହାଯ୍ୟ କରେନାହିଁ I (ଦେଖ: rc://*/tw/dict/bible/kt/sabbath)

“ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରିବା”

କେହିହେଲେ ନିଶ୍ଚିତ ନୁହନ୍ତି ଯେ କି ପ୍ରକାର କାର୍ଯ୍ୟ ଲୋକମାନେ କରିବେ କିମ୍ବା କି ପ୍ରକାର ବାକ୍ୟ କହିବେ ଯେତେବେଳେ ସେମାନେ ଏହିପ୍ରକାର ପାପ କରିବେ I ଯାହାହେଉ, ସେମାନେ ସମ୍ଭବତଃ ପବିତ୍ରଆତ୍ମା ଓ ତାହାଙ୍କ କାର୍ଯ୍ୟକୁ ପରିହାସ କରନ୍ତି I ପବିତ୍ରଆତ୍ମାଙ୍କ କାର୍ଯ୍ୟର ଏକ ଅଂଶ ଯାହା ଲୋକମାନଙ୍କୁ ଚେତନା ଦେବେ ଯେ ସେମାନେ ପାପୀ ଅଟନ୍ତି ଓ ସେମାନଙ୍କର ପାପ କ୍ଷମା ନିମନ୍ତେ ଈଶ୍ବରଙ୍କ ଆବଶ୍ୟକ କରିବେ I ସେହିକାରଣରୁ, ଯେକେହି ପାପ କରିବାରୁ ନିବୃତ ନହୁଏ ହୁଏତ ସେ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରେ I (ଦେଖ: [[rc:///tw/dict/bible/kt/blasphemy]] ଓ [[rc:///tw/dict/bible/kt/holyspirit]])

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ଭାଇ ଓ ଭଉଣୀ

ଅଧିକାଂଶ ଲୋକମାନେ ଏକ ପିତାମାତାଙ୍କଠାରୁ ଜାତ “ଭାଇ” ଓ “ଭଉଣୀ” ଡାକନ୍ତି ଓ ସେମାନଙ୍କ ଜୀବନରେ ଅଧିକ ଗୁରୁତ୍ବପୁର୍ଣ୍ଣ ସଦୃଶ ବିବେଚନା କରନ୍ତି I ଅନେକେ ଲୋକମାନେ ମଧ୍ୟ ସେମାନଙ୍କୁ ଏକ ପିତାମହଙ୍କଠାରୁ ଜାତଙ୍କୁ “ଭାଇ” ଓ “ଭଉଣୀ” କହନ୍ତି I ଏହି ଅଧ୍ୟାୟରେ ଯୀଶୁ କହନ୍ତି ଯେ ଯେଉଁମାନେ ତାଙ୍କ ପିତାଙ୍କର ଆଜ୍ଞା ପାଳନ କରନ୍ତି ସେହି ଲୋକମାନେ ତାହାଙ୍କ ନିମନ୍ତେ ଗୁରୁତ୍ବପୁର୍ଣ୍ଣ ଅଟନ୍ତି ଯେଉଁମାନେ ତାହାଙ୍କ ସ୍ବର୍ଗସ୍ଥ ପିତାଙ୍କ ଅଜ୍ଞା ପାଳନ କରନ୍ତି I (ଦେଖ: rc://*/tw/dict/bible/kt/brother)