or_tn/mat/12/44.md

2.4 KiB

Then it says, 'I will return to my house from which I came.'

ଏହାକୁ ଉଦ୍ଧୃତ ବାକ୍ୟ ପରିବର୍ତ୍ତେ ଏକ ଉକ୍ତିଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏଣୁ, ଅଶୁଚି ଆତ୍ମା ଯେଉଁ ଗୃହରୁ ବାହାରି ଆସିଥିଲା ସେହି ଗୃହକୁ ବାହୁଡି ଯିବାକୁ ନିଷ୍ପତି ନିଏ”

to my house from which I came

ଏହା ଜଣେ ମନୁଷ୍ୟ ନିମନ୍ତେ ଏକ ରୁପକ ଅଟେ ଯାହାଙ୍କଠାରେ ଅଶୁଚି ଆତ୍ମା ବାସ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ସେହି ସ୍ଥାନକୁ ଯାହା ମୁ ପରିତ୍ୟାଗ କରିଥିଲି” (ଦେଖ: rc://*/ta/man/translate/figs-metaphor)

it finds that house swept out and put in order

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅଶୁଚି ଆତ୍ମା ଅନ୍ବେଷଣ କରେ ଯେ କହିଜଣେ ସେହି ଘରକୁ ପରିଷ୍କୃତ କରିଛି ଓ ସେହି ଘରେ ସବୁକିଛି ଅଛି ମାର୍ଜିତ ଅବସ୍ଥାରେ ରଖା ଯାଇଅଛି” (ଦେଖ: rc://*/ta/man/translate/figs-activepassive)

that house swept out and put in order

ପୁନର୍ବାର, “ଗୃହ” ଏକ ରୁପକ ଅଟେ ଯେଉଁଠାରେ ଅଶୁଚି ଆତ୍ମା ବାସ କରୁଥିଲା I ଏଠାରେ, ଶୁନ୍ୟ ଓ ମାର୍ଜିତ” ସୁଚାଇ ଦିଏ ଯେ ଅନ୍ୟକେହି ସେହି ଗୃହରେ ବାସ କରୁ ନାହାନ୍ତି I ଯୀଶୁଙ୍କ ଅର୍ଥରେ ଯେତେବେଳେ ଅଶୁଚି ଆତ୍ମା ଜଣେ ବ୍ୟକ୍ତିଠାରୁ ବାହାରିଯାଏ, ସେହି ବ୍ୟକ୍ତି ପବିତ୍ରଆତ୍ମାଙ୍କୁ ତାହାଠାରେ ବାସ କରିବା ନିମନ୍ତେ ଆମନ୍ତ୍ରଣ କରିବା ଉଚିତ ନହେଲେ ଅଶୁଚି ଆତ୍ମା ଫେରି ଆସିବ I (ଦେଖ: rc://*/ta/man/translate/figs-metaphor)