or_tn/mat/12/38.md

1.2 KiB

General Information:

୩୯ ପଦରେ, ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବାକୁ ଆରମ୍ଭ କରୁଛନ୍ତି I

Connecting Statement:

ଏହି ପଦରେ କଥୋପକଥନ ଯୀଶୁ ଫାରୁଶୀମାନଙ୍କ ଅଭିଯୋଗର ଉତ୍ତର କରିବା ପରେପରେ ଘତିଅଛି ଯାହା ସେ ଶୟତାନର ଶକ୍ତିରେ ଲୋକମାନଙ୍କୁ ସୁସ୍ଥ କରୁଛନ୍ତି I

we wish

ଆମ୍ଭେମାନେ ଇଛା କରୁଅଛୁ

to see a sign from you

ତୁମେ ସ୍ପଷ୍ଟ କରିପାର ଯେ କାହିଁକି ସେମାନେ ଏକ ଚିହ୍ନ ଅନ୍ବେଷଣ କରିବାକୁ ଇଚ୍ଛା କଲେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଆପଣଙ୍କଠାରୁ ଏକ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ ଯାହା ପ୍ରମାଣିତ କରିବ ଯେ ଆପଣ ଯାହା କହୁଛନ୍ତି ସତ୍ୟ ଅଟେ” (ଦେଖ: rc://*/ta/man/translate/figs-explicit)