or_tn/mat/12/33.md

2.0 KiB
Raw Permalink Blame History

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

Make a tree good and its fruit good, or make the tree bad and its fruit bad

ସାମ୍ଭାବିତ ଅର୍ଥଗୁଡ଼ିକ ୧) “ଯଦି ତୁମେ ଗଛକୁ ଭଲ କୁହ, ତାହାର ଫଳକୁ ଭଲ କୁହ, ଏବଂ ଯଦି ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ” କିମ୍ବା ) “ଯଦି ତୁମେ ଗଛ ଭଲ ହେଉ ବୋଲି ଚିନ୍ତା କରୁଛ, ଏହା ଭଲ ହେବ ଯେହେତୁ ଏହାର ଫଳ ଭଲ ଅଟେ, ଓ ଯଦି ଗଚ୍ଛର ମନ୍ଦ ଫଳ ହେଉ ବୋଲି ଭାବିବ, ତେବେ ଏହାର ଫଳ ମନ୍ଦ ହେବ” ଏହା ଏକ ନୀତିଶିକ୍ଷା ଥିଲା I ଲୋକମାନେ ହୁଏତ ଏହି ସତ୍ୟତାକୁ ପ୍ରୟୋଗ କରିଥିଲେ ସେମାନେ କିପରି ଜାଣିବେ ଯେ ଜଣେ ବ୍ୟକ୍ତି ଭଲ ନା ମନ୍ଦ ଅଟେ I

good ... bad

ସ୍ବାସ୍ଥ୍ୟବାନ… ଅସୁସ୍ଥ

a tree is recognized by its fruit

ଏଠାରେ ଜଣେ ବ୍ୟକ୍ତିର ଯାହା କରେ ତାହା ନିମନ୍ତେ ଏକ ରୁପକ ଅଟେ Iଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏହାର ଫଳ ଦେଖି ଗଚ୍ଛରୁ ଜାଣିବେ ଯେ ଏହା ଉତ୍ତମ କି ନୁହେଁ” କିମ୍ବା “ଲୋକମାନେ ଜଣେ ବ୍ୟକ୍ତିର ଉତ୍ତମ କାର୍ଯ୍ୟର ପରିଣାମ ଦେଖି ସେ ଭଲ କିମ୍ବା ମନ୍ଦ ବିଷୟରେ ଜାଣନ୍ତି” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metaphor]])