or_tn/mat/12/31.md

20 lines
1.8 KiB
Markdown

# Connecting Statement:
ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I
# I say to you
ଏହା ଯୀଶୁ ପରବର୍ତ୍ତୀ କଅଣ କହୁଛନ୍ତି ତାହାର ଗୁରୁତ୍ବାରୋପ କରେ I
# say to you
ଏଠାରେ “ତୁମେ” ବହୁବଚନ ଅଟେ I ଯୀଶୁ ସିଧାସଳଖ ଫାରୁଶୀମାନଙ୍କୁ କହୁଛନ୍ତି, କିନ୍ତୁ ଏକା ସମୟରେ ସେ ମଧ୍ୟ ଲୋକସମୁହକୁ ଶିକ୍ଷା ଦେଉଛନ୍ତି I (ଦେଖ: [[rc://*/ta/man/translate/figs-you]])
# every sin and blasphemy will be forgiven men
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଈଶ୍ବର ମନୁଷ୍ୟମାନଙ୍କ ସମସ୍ତ ପାପ ଓ ନିନ୍ଦା କ୍ଷମା କରିବେ” କିମ୍ବା “ଈଶ୍ବର ସମସ୍ତ ମନୁଷ୍ୟମାନଙ୍କୁ କ୍ଷମା କରିବେ ଯେଉଁମାନେ ପାପ କରନ୍ତି କିମ୍ବା ନିନ୍ଦା କରନ୍ତି” (ଦେଖ: [[rc://*/ta/man/translate/figs-activepassive]])
# blasphemy against the Spirit will not be forgiven
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବର ସେହି ବ୍ୟକ୍ତିକୁ କ୍ଷମା କରିବେ ନାହିଁ ଯେ ପବିତ୍ରଆତ୍ମାଙ୍କ ବିଷୟରେ ନିନ୍ଦା କରେ” (ଦେଖ: [[rc://*/ta/man/translate/figs-activepassive]])