or_tn/mat/12/28.md

1.4 KiB

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

But if I

ଏଠାରେ “ଯଦି”ର ଅର୍ଥ ନୁହେ ଯେ ଯୀଶୁ କିପରି ଭୁତ ଛଡାନ୍ତି ସେ ପ୍ରଶ୍ନ କରୁଛନ୍ତି I ଏଠାରେ ଯୀଶୁ ସତ୍ୟଉକ୍ତିର ପରିଚୟ କରିବା ନିମନ୍ତେ ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେହେତୁ ମୁଁ”

then the kingdom of God has come upon you

ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ I ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହାର ଅର୍ଥ ଈଶ୍ବର ତୁମ୍ଭମାନଙ୍କ ମଧ୍ୟରେ ତାହାଙ୍କ ରାଜତ୍ବ ସ୍ଥାପନ କରିଛନ୍ତି” (ଦେଖ: rc://*/ta/man/translate/figs-metonymy)

come upon you

ଏଠାରେ “ତୁମ୍ଭେ” ବହୁବଚନ ଅଟେ ଓ ଇସ୍ରାଏଲର ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)