or_tn/mat/12/26.md

1.5 KiB

Connecting Statement:

ଯୀଶୁ ଫାରୁଶୀମାନଙ୍କର ଅଭିଯୋଗରେ ଉତ୍ତର ଜାରି ରଖିଛନ୍ତି ଯେ ସେ ଶୟତାନର ଶକ୍ତି ଦ୍ବାରା ବ୍ୟକ୍ତିକୁ ସୁସ୍ଥ କରୁଛି I

If Satan drives out Satan

ଶୟତାନ ଶବ୍ଦର ଦ୍ବିତୀୟ ବ୍ୟବହାର ଶୟତାନର ଭୁତମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଶୟତାନ ନିଜ ଦାସମାନଙ୍କ ବିରୁଦ୍ଧରେ ଉଠେ” (ଦେଖ: rc://*/ta/man/translate/figs-metonymy)

How then will his kingdom stand?

ଯୀଶୁ ଫାରୁଶୀମାନଙ୍କୁ ଦେଖାଇବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ଯାହା ସେମାନେ କହୁଛନ୍ତି ଅଯୌକ୍ତିକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ଶୟତାନ ଆପଣା ବିରୁଦ୍ଧରେ ଉଠେ, ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ !” କିମ୍ବା “ଯଦି ଶୟତାନ ନିଜ ଦାସମାନଙ୍କ ବିରୁଦ୍ଧରେ ଯୁଦ୍ଧ କରେ, ତାହାର ରାଜ୍ୟ ତିଷ୍ଠି ରହି ନପାରେ !” (ଦେଖ: rc://*/ta/man/translate/figs-rquestion)