or_tn/mat/12/25.md

2.2 KiB

Every kingdom divided against itself is made desolate, and every city or house divided against itself will not stand

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ନିମନ୍ତେ ପ୍ରବାଦ ବ୍ୟବହାର କରୁଛନ୍ତି I ଏହି ଉଭୟ ଉକ୍ତିର ଅର୍ଥ ସମାନ ଅଟେ I ସେଗୁଡିକ ଗୁରୁତ୍ବ ଦିଅନ୍ତି ଯେ ଶୟତାନ ଯଦି ଶୟତାନକୁ ଛଡାଏ ତାହାର କୌଣସି ଅର୍ଥ ନହୁଏ I (ଦେଖ: rc://*/ta/man/translate/writing-proverbs)

Every kingdom divided against itself is made desolate

ଏଠାରେ “ରାଜ୍ୟ” ଯେଉଁମାନେ ରାଜ୍ୟରେ ବାସ କରନ୍ତି ସେମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେକୌଣସି ରାଜ୍ୟ ସ୍ଥାୟୀ ରହିବା ନାହି ଯେତେବେଳେ ଏହାର ଲୋକମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])

every city or house divided against itself will not stand

ଏଠାରେ “ସହର” ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ, ଓ “ଗୃହ” ଏକ ପରିବାରକୁ ବୁଝାଏ I “ପରସ୍ପର ମଧ୍ୟରେ ବିଭକ୍ତ” ଅର୍ଥାତ ଏହାର ଲୋକମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହା ନଗର ବିଭକ୍ତ କିମ୍ବା ଗୋଟିଏ ପରିବାର ବିଭକ୍ତ ହୁଏ ଯେତେବେଳେ ଏହାର ଲୋକମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])