or_tn/mat/12/22.md

12 lines
1019 B
Markdown

# General Information:
ଏଠାରେ ଦୃଶ୍ବ ପରବର୍ତ୍ତୀ ସମୟକୁ ସ୍ଥାନାନ୍ତର ହୁଏ ଯେତେବେଳେ ଫାରୁଶୀମାନେ ଦୋଷାରୋପ କରି କହିବାକୁ ଲାଗିଲେ ଯେ ଯୀଶୁ ଭୁତପତିଙ୍କ ସାହାଯ୍ୟରେ ସୁସ୍ଥତା କରୁଛନ୍ତି I
# Then someone blind and mute, possessed by a demon, was brought to Jesus
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ସମୟରେ ଜଣେ ଭୁତଗ୍ରସ୍ତ ଅନ୍ଧ ଓ ଘୁଂଗା ଲୋକକୁ ଯୀଶୁଙ୍କ ନିକଟକୁ ଅଣାଗଲା” (ଦେଖ: [[rc://*/ta/man/translate/figs-activepassive]])
# someone blind and mute
କେହିଜଣେ ଯେ ଦେଖିପାରେ ନାହିଁ ଓ କଥା କହିପାରେ ନାହିଁ