or_tn/mat/12/11.md

1018 B

Connecting Statement:

ଫାରୁଶୀମାନଙ୍କ ପରିହାସରେ ଯୀଶୁ ଉତ୍ତର କରି କହିଲେ I

What man would there be among you, who, if he had just one sheep ... would not grasp hold of it and lift it out?

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କଲେ I ସେ ସେମାନଙ୍କୁ ବିଶ୍ରାମବାରରେ ସେମାନେ କିପ୍ରକାର କାର୍ଯ୍ୟ କରନ୍ତି ଚିନ୍ତା କରିବାକୁ ଆହ୍ବାନ ଦେଲେ I ଅନ୍ୟ ଏକ ଅନୁବାଦରେ: “ ତୁମ୍ଭମାନଙ୍କ ମଧ୍ୟରୁ କିଏ ଅଛି, ଯଦି ତୁମର କେବଳ ଗୋଟିଏ ମେଣ୍ଢା ଥାଏ … ମେଣ୍ଢାକୁ ଧରି ଓ ଏହାକୁ ବାହାରକୁ ଉଠାଇବ” (ଦେଖ: rc://*/ta/man/translate/figs-rquestion)