or_tn/mat/12/04.md

1.1 KiB

the house of God

ଦାଉଦଙ୍କ ସମୟରେ ଯେତେବେଳେ ମନ୍ଦିର ନିର୍ମାଣ ହୋଇ ନଥିଲା I ଅନ୍ୟ ଏକ ଅନୁବାଦରେ: “ସମାଗମ ତମ୍ବୁ” କିମ୍ବା “ଈଶ୍ବରଙ୍କ ଉପାସନା ସ୍ଥଳ”

bread of the presence

ଏହା ଦର୍ଶନୀ ରୋଟୀ ଅଟେ ଯାହା ସମାଗମ ତମ୍ବୁରେ ଯାଜକମାନେ ଈଶ୍ବରଙ୍କ ସମ୍ମୁଖରେ ସ୍ଥାପନ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯାଜକମାନେ ଯେଉଁ ରୋଟୀକୁ ଈଶ୍ବରଙ୍କ ସମ୍ମୁଖରେ ସ୍ଥାପନ କରୁଥିଲେ” କିମ୍ବା “ଦର୍ଶନୀ ରୋଟୀ” (ଦେଖ: rc://*/ta/man/translate/figs-explicit)

those who were with him

ଯେଉଁ ଲୋକମାନେ ଦାଉଦଙ୍କ ସହିତ ଥିଲେ

but lawful only for the priests

କିନ୍ତୁ, ବିଦ୍ଧି ଅନୁସାରେ, ଏହାକୁ କେବଳ ଯାଜକ ଭୋଜନ କରିପାରିବେ