or_tn/mat/12/03.md

858 B

Connecting Statement:

ଯୀଶୁ ଫାରୁଶୀମାନଙ୍କ ପରିହାସର ପ୍ରତ୍ୟୁତ୍ତର କରି କହନ୍ତି

to them

ଫାରୁଶୀମାନଙ୍କୁ

Have you never read ... with him?

ଯୀଶୁ ଫାରୁଶୀମାନଙ୍କ ପରିହାସର ଉତ୍ତର କରି ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯୀଶୁ ସେମାନେ ପଢିଥିବା ଶାସ୍ତ୍ରର ଅର୍ଥ ବିଷୟରେ ଚିନ୍ତା କରିବାକୁ ସେମାନଙ୍କୁ ଆହ୍ବାନ ଦେଲେ I ଅନ୍ୟ ଏକ ଅନୁବାଦରେ: “ମୁଁ ଜାଣେ ତୁମ୍ଭେମାନେ ପାଠ କରିଅଛ ... ତାହାଙ୍କ ସହିତ” (ଦେଖ: rc://*/ta/man/translate/figs-rquestion)