or_tn/mat/10/38.md

8 lines
666 B
Markdown

# pick up his cross and follow after me
ଆପଣା କୃଶ ବହନ କରି ଓ ମୋହର ଅନୁଗମନ କରେ I କୃଶ ଦୁଖ ଓ ମୃତ୍ୟୁକୁ ବୁଝାଏ I କୃଶ ବହନ କରିବା ଦୁଖଭୋଗ କରିବା ଓ ମରିବା ନିମନ୍ତେ ଇଛା କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଦୁଖ ଓ ମୃତ୍ୟୁ ପର୍ଯ୍ୟନ୍ତ ମୋହର ଅଜ୍ଞା ପାଳନ କର” (ଦେଖ: [[rc://*/ta/man/translate/figs-metonymy]])
# pick up
ନିଅ କିମ୍ବା “ଉଠାଅ ଓ ବୋହି ନିଅ”