or_tn/mat/10/37.md

1.4 KiB

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟ ମାନଙ୍କୁ ତାଡନାକୁ କାହିଁକି ଭୟ କରିବେ ନାହିଁ ତାହାର କାରଣ ବୁଝାଉଛନ୍ତି ଯାହା ସେମାନେ ସମ୍ମୁଖିନ ହେବେ ସେହି ବିଷୟରେ ଉପଦେଶ ଦେବା ଜାରି ରଖିଛନ୍ତି I

He who loves ... is not worthy

ଏଠାରେ “ସେ” ଅର୍ଥ ସାଧାରଣଭାବେ ଯେକୌଣସି ବ୍ୟକ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ପ୍ରେମ କରନ୍ତି … ଯୋଗ୍ୟ ନୁହନ୍ତି” କିମ୍ବା “ଯଦି ତୁମେ ପ୍ରେମ କର … ତୁମେ ଯୋଗ୍ୟ ନୁହେଁ” (ଦେଖ: rc://*/ta/man/translate/figs-gendernotations)

loves

ଏଠାରେ “ଭାତ୍ରୁ ପ୍ରେମ” କିମ୍ବା “ଜଣେ ବନ୍ଧୁଙ୍କଠାରୁ ପ୍ରେମ” ନିମନ୍ତେ “ପ୍ରେମ”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରିୟ ଜ୍ଞାନ କର” କିମ୍ବା “ସମର୍ପଣ ହୁଏ” କିମ୍ବା “ଭଲ ପାଏ”

worthy of me

ସେ ମୋହର ଅଂଶୀ କିମ୍ବା “ମୋର ଶିଷ୍ୟ ହେବା ପାଇଁ ଯୋଗ୍ୟ”