or_tn/mat/10/33.md

1.3 KiB

he who denies me ... I will also deny before my Father

ଯେକେହି ମୋତେ ଅସ୍ବିକାର କରେ… ମୁଁ ମଧ୍ୟ ମୋର ପିତାଙ୍କ ସାକ୍ଷାତରେ ଅସ୍ବିକାର କରିବି କିମ୍ବା “ମାତ୍ର ଯେକେହି ମୋତେ ଅସ୍ବିକାର କରେ … ମୋର ପିତାଙ୍କ ସାକ୍ଷାତରେ ଅସ୍ବିକାର କରିବି”

denies me before men

ଅନ୍ୟ ଲୋକମାନଙ୍କ ନିକଟରେ ଅସ୍ବିକାର କରିବା ଅର୍ଥ ଯେ ସେ ମୋହର ଅବାଧ୍ୟ ହୁଏ କିମ୍ବା “ଅନ୍ୟମାନଙ୍କ ସାକ୍ଷାତରେ ମୋହର ଶିଷ୍ୟଭାବରେ ପରିଚୟ ଦେବାକୁ ମନା କରିବା”

I will also deny before my Father who is in heaven

ତୁମେ ଏହି ଉକ୍ତିକୁ ବହିର୍ଭୁତ କରିପାର ଯେପରି ବୁଝା ପଡିବ I ଅନ୍ୟ ଏକ ଅନୁବାଦରେ: “ମୋହର ସ୍ବର୍ଗସ୍ଥ ପିତାଙ୍କ ସାକ୍ଷାତରେ ଅସ୍ବିକାର କରିବି ଯେ ସେହି ବ୍ୟକ୍ତି ମୋହର ଅଟେ” (ଦେଖ: rc://*/ta/man/translate/figs-ellipsis)