or_tn/mat/10/29.md

2.1 KiB

Are not two sparrows sold for a small coin?

ଯୀଶୁ ଏହି ହିତୋପଦେଶକୁ ପ୍ରଶ୍ନ ମାଧ୍ୟମରେ ଶିଷ୍ୟ ମାନଙ୍କୁ ଶିକ୍ଷା ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଘରଚଟିଆ ବିଷୟରେ ଚିନ୍ତା କର I ସେମାନଙ୍କର ମୁଲ୍ୟ ଏତେ କମ ଯେ ତୁମେ ଏକାଥରେ ଦୁଇଟିକୁ ଗୋଟିଏ ପଇସାରେ କିଣିପାରିବ” (ଦେଖ:[[rc:///ta/man/translate/writing-proverbs]] ଓ [[rc:///ta/man/translate/figs-rquestion]])

sparrows

ସେଗୁଡିକ ବହୁତ ଛୋଟ, ମଞ୍ଜି-ଖାଉଥିବା ପକ୍ଷୀ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଛୋଟ ପକ୍ଷୀ” (ଦେଖ: rc://*/ta/man/translate/translate-unknown)

a small coin

ଏହାକୁ ସର୍ବଦା ତୁମ ଦେଶରେ ବ୍ୟବହୃତ ସବୁଠାରୁ କମ୍ ମୁଲ୍ୟର ପଇସା ସଦୃଶ ଅନୁବାଦ କରାଯାଇପାରିବ I ଏହା ଧାତବ୍ୟ ମୁଦ୍ରା ଜଣେ କାର୍ଯ୍ୟକାରୀର ଦିନକର ମଜୁରୀର ଏକ ଷୋଡଶ ଅଂଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅଳ୍ପ ଟଙ୍କାରେ”

not one of them falls to the ground without your Father's knowledge

ଏହାକୁ ଅସ୍ତିବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ପିତା ଜାଣନ୍ତି ଯେତେବେଳେ ଏପରିକି ଗୋଟିଏ ଘରଚଟିଆ ମରିଯାଏ ଏବଂ ଭୁମିରେ ପତିତ ହୁଏ” (ଦେଖ: rc://*/ta/man/translate/figs-doublenegatives)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)