or_tn/mat/10/28.md

3.0 KiB

General Information:

ଏଠାରେ ମଧ୍ୟ ଯୀଶୁ କାରଣ ଦର୍ଶାଇବା ନିମନ୍ତେ ଆରମ୍ଭ କରୁଛନ୍ତି ଯେ କାହିଁକି ଶିଷ୍ୟମାନେ ତାଡନାକୁ ସମ୍ମୁଖିନ ହେବାକୁ ଭୟ କରିବେ ନାହିଁ I

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ତାଡନା ବିଷୟରେ ଶିକ୍ଷାଦେବା ଜାରି ରଖିଛନ୍ତି ଯେତେବେଳେ ସେମାନେ ପ୍ରଚାର କରିବାକୁ ଯିବେ ତାଡନାର ସମ୍ମୁଖିନ ହେବେ I

Do not be afraid of those who kill the body but are unable to kill the soul

ଏହା ଯେଉଁ ଲୋକ ପ୍ରାଣ (ଆତ୍ମା)କୁ ବଧ କରିପାରନ୍ତି ନାହିଁ ଓ ଲୋକ ଯିଏ ପ୍ରାଣକୁ ବଧ କରିପାରେ ମଧ୍ୟରେ ପାର୍ଥକ୍ୟ ଦର୍ଶାଏ ନାହିଁ I କୌଣସି ମନୁଷ୍ୟ ପ୍ରାଣକୁ ବଧ କରି ପାରେନାହିଁ I ଅନ୍ୟ ଏକ ଅନୁବାଦରେ: ”ଲୋକମାନଙ୍କୁ ଭୟ କରନାହିଁ I ସେମାନେ ଶରୀରକୁ ବଧ କରନ୍ତି, କିନ୍ତୁ ପ୍ରାଣକୁ ବଧ କରିପାରନ୍ତି ନାହିଁ” (ଦେଖ: rc://*/ta/man/translate/figs-distinguish)

kill the body

ଏହାର ଅର୍ଥ ଶାରିରୀକ ମୃତ୍ୟୁର କାରଣ ଅଟେ I ଯଦି ସେହି ଶବ୍ଦଗୁଡିକ ପ୍ରଯୁଜ୍ୟ ନୁହେଁ, ସେଗୁଡିକ “ତୁମକୁ ବଧ କରିବେ” କିମ୍ବା “ଅନ୍ୟ ଲୋକମାନଙ୍କୁ ବଧ କରିବେ” ସଦୃଶ ଅନୁବାଦ କରାଯାଇପାରିବ I

body

ଜଣେ ବ୍ୟକ୍ତିର ଅଙ୍ଗ ଯେପରି ସ୍ପର୍ଶ କରାଯାଇପାରିବ, ଯେପରି ପ୍ରାଣ କିମ୍ବା ଆତ୍ମାକୁ ପ୍ରତିରୋଧ କରିପାରିବ

kill the soul

ଏହାର ଅର୍ଥ ସେମାନେ ଶାରିରୀକ ଭାବେ ମୃତ୍ୟୁବରଣ କଲେ ମଧ୍ୟ ଲୋକଙ୍କର କ୍ଷତି କରିବା I

soul

ଜଣେ ବ୍ୟକ୍ତିର ଅଙ୍ଗକୁ ସ୍ପର୍ଶ କରିପାରିବ ନାହିଁ ଓ ଶାରିରୀକ ମୃତ୍ୟୁ ପରେ ଯେ ଜୀବିତ ରହେ

fear him who is able

ତୁମେ ସ୍ପଷ୍ଟ କରିବା ନିମନ୍ତେ “ଯେହେତୁ” ଯୋଗ କରିପାର ଯେ କାହିଁକି ଲୋକମାନେ ଈଶ୍ବରଙ୍କୁ ଭୟ କରିବା ଉଚିତ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ଭୟ କର କାରଣ ସେ ସମର୍ଥ ଅଟନ୍ତି” (ଦେଖ: rc://*/ta/man/translate/writing-connectingwords)