or_tn/mat/10/24.md

1.6 KiB

Connecting Statement:

ଯୀଶୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖିଛନ୍ତି ଯେଉଁ ସମୟରେ ସେମାନେ ପ୍ରଚାର କରିବାକୁ ଯିବେ I

A disciple is not greater than his teacher, nor a servant above his master

ଯୀଶୁ ଏକ ସାଧାରଣ ସତ୍ୟତାକୁ ଶିଷ୍ୟମାନଙ୍କୁ ଶିକ୍ଷାଦେବା ନିମନ୍ତେ ହିତୋପଦେଶ ବ୍ୟବହାର କରୁଛନ୍ତି I ଯୀଶୁ ଗୃରତ୍ବ ଦେଉଛନ୍ତି ଯେ ଲୋକମାନେ ଯେପରି ତାହାଙ୍କୁ ବ୍ୟବହାର କରିଛନ୍ତି ତାଠାରୁ ଅଧିକ ବ୍ୟବହାର ସେମାନେ ଆଶା କରିବା ଉଚିତ ନୁହେଁ I (ଦେଖ:rc://*/ta/man/translate/writing-proverbs)

A disciple is not greater than his teacher

ଜଣେ ଶିଷ୍ୟ ସର୍ବଦା ଗୁରୁଠାରୁ ଶ୍ରେଷ୍ଠ ନୁହେଁ କିମ୍ବା “ଜଣେ ଗୁରୁ ସର୍ବଦା ତାହାଙ୍କ ଶିଷ୍ୟଠାରୁ ଶ୍ରେଷ୍ଠ ଅଟନ୍ତି”

nor a servant above his master

ଓ ଜଣେ ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ କିମ୍ବା “ଓ କର୍ତ୍ତା ସର୍ବଦା ତାହାର ଦାସଠାରୁ ଶ୍ରେଷ୍ଠ ଅଟେ”