or_tn/mat/10/21.md

2.2 KiB

Connecting Statement:

ଯୀଶୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେବା ଜାରି ରଖିଛନ୍ତି ଯେତେବେଳେ ପ୍ରଚାର କରିବାକୁ ଯିବେ I

Brother will deliver up brother to death

ଭ୍ରାତା ଭ୍ରାତାକୁ ମୃତ୍ୟୁ ନିମନ୍ତେ ସମର୍ପଣ କରିବେ କିମ୍ବା “ଭ୍ରାତା ସେମାନଙ୍କର ଭ୍ରାତାଙ୍କୁ ମୃତ୍ୟୁ ନିମନ୍ତେ ସମର୍ପଣ କରିବେ” ଯୀଶୁ ଏକ ବିଷୟ କହୁଛନ୍ତି ଯେ ଅନେକ ଥର ଏପରି ଘଟିବ I

deliver up brother to death

ଗୁଣ ବାଚକ ବିଶେଷ୍ୟ “ମୃତ୍ୟୁ” କ୍ରିୟା ପଦରେ ଅନୁବାଦ ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ଭ୍ରାତା ଭ୍ରାତାକୁ ମୃତ୍ୟୁ ନିମନ୍ତେ ଅଧିକାରୀଙ୍କୁ ସମର୍ପଣ କରିବେ” (ଦେଖ:rc://*/ta/man/translate/figs-abstractnouns)

a father his child

ଏହି ଶବ୍ଦଗୁଡିକ ପୁର୍ଣବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପିତା ପୁତ୍ରକୁ ମୃତ୍ୟୁ ପର୍ଯ୍ୟନ୍ତ ସମର୍ପଣ କରିବେ” (ଦେଖ:rc://*/ta/man/translate/figs-ellipsis)

rise up against

ବିରୁଦ୍ଧରେ ବିଦ୍ରୋହ କିମ୍ବା “ବିରୁଦ୍ଧରେ ଉଠିବା”

cause them to be put to death

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସମର୍ପଣ” କିମ୍ବା “ଅଧିକାରୀମାନେ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବେ” (ଦେଖ:rc://*/ta/man/translate/figs-activepassive)