or_tn/mat/10/16.md

2.9 KiB

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ଉପଦେଶ ଦେବା ଜାରି ରଖିଛନ୍ତି I ଏଠାରେ ସେ ସେମାନଙ୍କୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ କହିବା ଆରମ୍ଭ କରନ୍ତି ଯେତେବେଳେ ସେମାନେ ପ୍ରଚାର କରିବା ନିମନ୍ତେ ଯିବେ I

See, I send

ଏଠାରେ “ଦେଖ” ଶବ୍ଦ ନିମ୍ନଲିଖିତ ବିଷୟକୁ ଗୁରୁତ୍ବାରୋପ କରେ I ଅନ୍ୟ ଏକ ଅନୁବାଦରେ: ”ଦେଖ, ମୁଁ ତୁମ୍ଭମାନଙ୍କୁ ପଠାଉଅଛି” କିମ୍ବା “ଶୁଣ, ପଠେଇଵା” ନତୁବା “ମୁଁ ଯେଉଁ ବିଷୟ ତୁମମାନଙ୍କୁ କହିବାକୁ ଯାଉଅଛି ଧ୍ୟାନ ଦେଇ ଶୁଣ, ମୁଁ ପଠାଉଅଛି”

I send you out

ଯୀଶୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନେଇ ସେମାନଙ୍କୁ ବାହାରକୁ ପଠାଇଲେ I

as sheep in the midst of wolves

ମେଣ୍ଢା ଅସୁରକ୍ଷିତ ପ୍ରାଣୀ ଯାହାଙ୍କୁ ବାରମ୍ବାର ହେଟାବାଘ ଆକ୍ରମଣ କରେ I ଯୀଶୁ କହୁଛନ୍ତି ଯେ ଲୋକମାନେ ହୁଏତ ଶିଷ୍ୟମାନଙ୍କର କ୍ଷତି କରିପାରନ୍ତି I ଅନ୍ୟ ଏକ ଅନୁବାଦରେ: “ସେହି ଲୋକମାନଙ୍କ ମଧ୍ୟକୁ ମେଣ୍ଢାମାନଙ୍କ ପରି ଯେଉଁମାନେ ଭୟାନକ ବାଘମାନଙ୍କ ସଦୃଶ ଅଟନ୍ତି” କିମ୍ବା “ମେଣ୍ଢା ପରି ଲୋକମାନଙ୍କ ମଧ୍ୟରେ ଭୟଙ୍କର ପ୍ରାଣୀ ପରି କାର୍ଯ୍ୟ କରନ୍ତି” (ଦେଖ: rc://*/ta/man/translate/figs-simile)

be as wise as serpents and harmless as doves

ଯୀଶୁ ଶିଷ୍ୟମାନଙ୍କୁ କହୁଛନ୍ତି ଯେ ସେମାନେ ନିଶ୍ଚିତରୁପେ ସତର୍କ ଓ ନୀରିହ ଲୋକମାନଙ୍କ ମଧ୍ୟରେ ରହିବା ଉଚିତ I ଯଦି ଶିଷ୍ୟମାନଙ୍କୁ ସାପ କିମ୍ବା କପୋତ ସହିତ ତୁଳନା କରିବା ଦ୍ବନ୍ଦ ସୃଷ୍ଟି କରେ, ଏହା ଉପମାକୁ ଉଲ୍ଲେଖ କରିବା ଉତ୍ତମ ହୋଇ ନପାରେ I ଅନ୍ୟ ଏକ ଅନୁବାଦରେ: “ବୁଝି ବିଚାରି ଓ ସତର୍କତାର ସହିତ କାର୍ଯ୍ୟ କର, ଯେପରି ନମ୍ର ଓ ନୈତିକଗୁଣରେ ଉତ୍ତମ ହୋଇପାରିବ” (ଦେଖ: rc://*/ta/man/translate/figs-simile)