or_tn/mat/10/14.md

24 lines
1.7 KiB
Markdown

# Connecting Statement:
ଯୀଶୁ ଶିଷ୍ୟମାନଙ୍କୁ ସେମାନେ ପ୍ରଚାର କରିବାକୁ ଯିବା ସମୟରେ କ’ଣ କରିବା ଉଚିତ ସେହି ବିଷୟରେ ଉପଦେଶ ଦେବା ଜାରି ରଖିଛନ୍ତି I
# As for those who do not receive you or listen
ଯଦି ସେହି ଗୃହ କିମ୍ବା ନଗରରେ କୌଣସି ବ୍ୟକ୍ତି ତୁମକୁ ଗ୍ରହଣ କିମ୍ବା ଶୁଣିବେ ନାହିଁ
# you ... your
ଏହା ବହୁବଚନ ଅଟେ ଓ ବାରଜଣ ପ୍ରେରିତଙ୍କୁ ବୁଝାଏ I (ଦେଖ:[[rc://*/ta/man/translate/figs-you]])
# listen to your words
ଏଠାରେ “ବାକ୍ୟ ସମୁହ” ଶିଷ୍ୟମାନେ କ’ଣ କୁହନ୍ତି ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମର ପ୍ରଚାର ଶୁଣିବା ନିମନ୍ତେ” କିମ୍ବା “ତୁମକୁ କ’ଣ କାହିବାକୁ ହେବ ଶୁଣ” (ଦେଖ:[[rc://*/ta/man/translate/figs-metonymy]])
# city
ତୁମେ ଏହାକୁ [ମାଥିଉ ୧୦:୧୧] (../10/11.md)ରେ କିପରି ଅନୁବାଦ କରିଅଛ ସେପରି ଅନୁବାଦ କର I
# shake off the dust from your feet
ତୁମେ ବାହାରି ଯିବାବେଳେ ତୁମର ପାଦ ଧୁଳି ଝାଡିଦିଅ I ଏହା ଏକ ଚିହ୍ନ ଅଟେ ଯେ ଈଶ୍ବର ସେହି ଗୃହ ବା ନଗରର ଲୋକମାନଙ୍କୁ ପରିତ୍ୟାଗ କରିଛନ୍ତି I (ଦେଖ:[[rc://*/ta/man/translate/translate-symaction]])