or_tn/mat/10/12.md

997 B

As you enter into the house, greet it

“କଲ୍ୟାଣ କର” ବାକ୍ୟାଂଶର ଅର୍ଥ ସେହି ଗୃହକୁ ଆଶୀର୍ବାଦ କର I ସେହିଦିନ ଗୁଡିକରେ ସାଧାରଣତଃ ଆଶୀର୍ବାଦ “ଏହି ଗୃହରେ ଶାନ୍ତି ବର୍ତ୍ତୁ” ଥିଲା ! ଏଠାରେ “ଗୃହ” ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ସେହି ଗୃହରେ ବାସ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଗୃହରେ ପ୍ରବେଶ କରିବା ସମୟରେ, ସେହିଠାରେ ବାସ କରୁଥିବା ଲୋକଙ୍କୁ କଲ୍ୟାଣ କର” (ଦେଖ:rc://*/ta/man/translate/figs-metonymy)

you

ଏହା ବହୁବଚନ ଅଟନ୍ତି ଓ ବାରଜଣ ପ୍ରେରିତମାନଙ୍କୁ ବୁଝାଏ I (ଦେଖ:rc://*/ta/man/translate/figs-you)