or_tn/mat/10/11.md

1.8 KiB

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ ପ୍ରଚାର କରିବା ନିମନ୍ତେ ବାହାରକୁ ଯିବା ସମୟରେ କ”ଣ କରିବା ଉଚିତ ସେହି ବିଷୟରେ ଉପଦେଶ ଜାରି ରଖିଛନ୍ତି I

Whatever city or village you enter

ତୁମ୍ଭେମାନେ ଯେଉଁ ନଗର କିମ୍ବା ଗ୍ରାମରେ ପ୍ରବେଶ କରିବ କିମ୍ବା “ଯେତେବେଳେ ତୁମେ କୌଣସି ନଗର ବା ଗ୍ରାମକୁ ଯିବ”

city ... village

ବଡ଼ ଗ୍ରାମ .. ଛୋଟ ଗ୍ରାମ କିମ୍ବା “ବଡ଼ ସହର ... ଛୋଟ ସହର I” ଦେଖ ତୁମେ ଏହାକୁ [ମାଥିଉ ୯:୩୫] (../09/35.md)ରେ କିପରି ଅନୁବାଦ କରିଅଛ I

you

ଏହା ବହୁବଚନ ଅଟେ ଓ ବାରଜଣ ପ୍ରେରିତମାନଙ୍କୁ ବୁଝାଏ I (ଦେଖ:rc://*/ta/man/translate/figs-you)

worthy

ଜଣେ “ଯୋଗ୍ୟ” ବ୍ୟକ୍ତି ଅଟନ୍ତି ଯେ ଶିଷ୍ୟମାନଙ୍କୁ ସ୍ବାଗତ କରିବା ନିମନ୍ତେ ଇଛା ପ୍ରକାଶ କରନ୍ତି I

stay there until you leave

ଏହି ଉକ୍ତିରେ ସମ୍ପୁର୍ଣ୍ଣ ଅର୍ଥକୁ ବହିର୍ଭୁତ କରାଯାଇ ପାରେ I ଅନ୍ୟ ଏକ ଅନୁବାଦରେ: “ସେହି ବ୍ୟକ୍ତିର ଗୃହରେ ରୁହ ଯେପର୍ଯ୍ୟନ୍ତ ତୁମ୍ଭେମାନେ ନଗର ବା ଗ୍ରାମ ପରିତ୍ୟାଗ କରିନାହଁ” (ଦେଖ:rc://*/ta/man/translate/figs-explicit)